ସମାଜ ରିଲିଫ କମିଟି ପକ୍ଷରୁ କମ୍ବଳ ବଣ୍ଟନ

କଟକ: ପୁରୀ ଜିଲା ବୀର ହରେକୃଷ୍ଣପୁର ଶାସନ ଉତ୍ତର ଭୋଇସାହିର ୮୦ଟି ଗରିବ ପରିବାରକୁ ଶୀତବସ୍ତ୍ର (କମ୍ବଳ) ପ୍ରଦାନ କରାଯାଇଛି। ସମାଜ ରିଲିଫ କମିଟିର ଅଧ୍ୟକ୍ଷ ତଥା ଲୋକ ସେବକ ମଣ୍ଡଳର ରାଷ୍ଟ୍ରିୟ ସମ୍ପାଦକ ନିରଞ୍ଜନ ରଥଙ୍କ ନେତୃତ୍ୱରେ ଉକ୍ତ କାର୍ୟ୍ୟ ସମ୍ପାଦନ କରାଯାଇଥିଲା। ଏଥିରେ ନିଗମାନନ୍ଦ ସ୍ୱାଇଁ, କୃଷ୍ଣଚନ୍ଦ୍ର ପ୍ରଧାନ, ହରଷ ଭୋଇ ପ୍ରମୁଖ ସହାୟତା କରିଥିଲେ।

Comments are closed.