ଜାଣନ୍ତୁ, ଜୁନ୍ ମାସର କେଉଁ ଦିନରେ ପଡୁଛି କେଉଁ ପର୍ବ

ପ୍ରତି ମାସରେ କିଛି ନା କିଛି ପର୍ବ ଓ ବତ୍ର ପାଳନ କରାଯାଏ । ସେଥିମଧ୍ୟରୁ ନିର୍ଜଲା ଏକାଦଶୀ ବ୍ରତ, ଇଦ ଓ ପ୍ରଦୋଷ ବ୍ରତ ହେଉଛି ମହତ୍ବପୂର୍ଣ୍ଣ ପର୍ବ । ଚଳିତ ବର୍ଷର ଜୁନ ମାସ ଆରମ୍ଭ ହୋଇ ଯାଇଛି । ତେବେ ଆସନ୍ତୁ ଜାଣିବା ଜୁନ୍ ମାସର କେଉଁ ଦିନରେ କେଉଁ ବ୍ରତ ପାଳନ କରାଯିବ ।

ତିଥି ବ୍ରତ ଓ ପର୍ବ
ଜୁନ୍ ୧ ମାସିକ ଶିବରାତ୍ରି
ଜୁନ୍ ୩ ବୈଶାଖ ଅମାବାସ୍ୟ, ସାବିତ୍ରୀ, ଶନି ଜୟନ୍ତୀ
ଜୁନ୍ ୫ ଇଦୁଲ-ଫିତର
ଜୁନ୍ ୧୨ ଗଙ୍ଗା ଦଶହରା
ଜୁନ୍ ୧୩ ନିର୍ଜଲା ଏକାଦଶୀ ବ୍ରତ
ଜୁନ୍ ୧୪ ପ୍ରଦୋଷ ବ୍ରତ
ଜୁନ୍ ୧୫ ମିଧୁନ ସଂକ୍ରାନ୍ତି
ଜୁନ୍ ୧୭ ଜ୍ୟେଷ୍ଠ ପୂର୍ଣ୍ଣିମା, ସନ୍ତ କମୀର ଜୟନ୍ତୀ
ଜୁନ୍ ୨୦ ସଂକଷ୍ଠୀ ଚତୁର୍ଥୀ
ଜୁନ୍ ୨୯ ଯୋଗିନୀ ଏକାଦଶୀ
ଜୁନ୍ ୩୦ ପ୍ରଦୋଷ ବ୍ରତ (କୃଷ୍ଣ)

 

Comments are closed.