ବେଆଇନ ମଦ ଚାଲାଣ : ୫ ଗିରଫ

ତୁଷୁରା : ବଲାଙ୍ଗିର ଅବକାରୀ ଜିଲା ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ତୁଷୁରା ଅବକାରୀ ବିଭାଗ ଚଢଉ କରି ଗୁଡଭେଲା ବ୍ଳକ ଜାମୁଟ ଅଂଚଳରୁ ୪୭ ଲି. ମଦ ଜବତ ସହ ୫ଜଣଙ୍କୁ ଗିରଫ କରିଛି। ଏହି  ଅଭିଯୁକ୍ତ ମାନେ ହେଲେ କଳାହାଣ୍ଡି ଜିଲ୍ଲାର ସନ୍ତୋଷ ରଣା, ବଲାଙ୍ଗିର ଜିଲାର ଦାହିଲାଲ ମହାନନ୍ଦ, ବୌଦ୍ଧ ଜିଲାର ରମେଶ ମଲ୍ଲିକ ଓ କରୁଣା ରଣା। ଏମାନେ ମଦ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ସେମାନଙ୍କୁ ଧରିଥିଲା। ଏହି ଲକଡାଉନ ସମୟରେ କିଛି ଅସାମାଜିକ ବ୍ୟକ୍ତି ବେଆଇନ ମଦ କାରବାର ଚଲାଇଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା।

Comments are closed.