୩ ଟ୍ରାକ୍ଟର ଖଇର ଓ କୁରୁଡୁ କାଠ ଗଣ୍ଡି ଜବତ

ଦେଓଗାଁ: ଦେଓଗାଁ ବ୍ଲକର ଶେଷ ସୀମାରେ ଥିଭା ପାଟଣାଗଡ଼ ରେଞ୍ଜର କିରିବାଞ୍ଜି ସଂରକ୍ଷିତ ଜଙ୍ଗଲରେ ଗତ ଶୁକ୍ରବାର ଦିନ ବନ ବିଭାଗ ଚଢ଼ାଉ କରି ବିପୁଳ ପରିମାଣରରେ ଖଇର ଓ କୁରୁଡୁ କାଠ ଗଣ୍ଡିକୁ ଜବତ କରିଥିଲା। ଶୁକ୍ରବାର ସନ୍ଧ୍ୟାରେ ଚଢ଼ାଉ ହୋଇଥିବାରୁ ଶନିବାର ଦିନ ସାରା ଜଙ୍ଗଲରୁ କାଠ ଗଣ୍ଡି ସଂଗ୍ରହ କରି ପଟଣାଗଡ଼ ରେଞ୍ଜକୁ ନେଇଛି ବନ ବିଭାଗ। ଚଢ଼ାଉ କରିଥିବା ଅଧିକାରୀ ମାନେ ମାତ୍ର ୩ ଟ୍ରାକ୍ଟର କାଠ ଜବତ କରିଥିବା ସୂଚନା ଦେଇଛନ୍ତି।

Comments are closed.