ଆଇ ଲଭ ୟୁ – କେଜରିୱାଲ, ଧନ୍ୟବାଦ – ମନୋଜ ତିୱାରୀ

- ପତ୍ନୀଙ୍କ ଜନ୍ମଦିନରେ ବିଜୟୀ କେଜରିୱାଲ ଭ୍ୟାଲେଣ୍ଟାଇନ ଦିବସରେ ନେବେ ଶପଥ

ସମାଜ ପୋର୍ଟାଲ ଡେସ୍କ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ୭୦ ଆସନରୁ ୩୮ଟି ଆସନ ହାତେଇବା ପରେ ଏବେ ଆମ ଆଦମୀ ପାର୍ଟିରେ ଖୁସିର ପର୍ବ। ଏଭଳି ଜିତିବା ପରେ ଦିଲ୍ଲୀ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ଦିଲ୍ଲୀ ଭୋଟରମାନଙ୍କୁ ଶୁଭେଚ୍ଛା ଜଣେଇବା ଅବସରରେ କହିଛନ୍ତି,”ଆଇ ଲଭ ୟୁ,, ଥ୍ୟାଙ୍କସ ଦିଲ୍ଲୀ, ୱାଇଫ ଆଣ୍ଡ ଲର୍ଡ଼ ହନୁମାନ।”

Comments are closed.