ମୋଦୀଙ୍କ ଦୀର୍ଘାୟୁ କାମନା କରି ମୋହନାରେ ୭୧ ଦୀପ ଦାନ

ମୋହନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ ତମ ଜନ୍ମଦିନ ଅବସରରେ ମୋହନା ଗ୍ରାମ ଦେବତୀ ମନ୍ଦିରଠାରେ ୭୧ଟି ଦୀପ ପ୍ରଜ୍ଜଳନ କରି ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ସାଧାରଣ ଲୋକେ । ଏହି କାର୍ୟ୍ୟକ୍ରମରେ ପୂର୍ବତନ ବିଜେପି ବ୍ଲକ ସଭାପତି ଜିତେନ୍ଦ୍ର କୁମାର ବେହେରା, ଯୁବ ନେତା ସଞ୍ଜୟ ବେହେରଦଳାଇ, ବରିଷ୍ଠ କର୍ମୀ ସୁବଳ ପାଇକ, ରାମ ପାତ୍ର, ଲିଙ୍କନ ବେହେରଦଳାଇ, ରାଜା ପାତ୍ର, ସୂର୍ୟ୍ୟ ସାହୁ, ଶିବ ପାଳ, ସୌରଭ ପାଇକରାୟ ଏବଂ ପାତ୍ର ସାହିର ମହିଳାମାନେ ଉପସ୍ଥିତ ଥିଲେ।

Comments are closed.