ନାବାଳିକାର ମୃତଦେହ ଉଦ୍ଧାର

ସମ୍ବଲପୁର : ସମ୍ବଲପୁର ଜିଲା ଚଁରପୁର ମହାନଦୀ ନିକଟରୁ ବୁଧବାର ଜଣେ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି। ଗତ ତିନି ଦିନ ପୂର୍ବେ ନାବାଳିକା ଜଣଙ୍କ ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇ ନିଖୋଜ ଥିଲେ।

Comments are closed.