ଜିରୋ ନାଇଟ୍ ସେଲିବ୍ରେସନ ବେଳେ ଅଘଟଣ: ଛାତରୁ ପଡି ଯୁବକଙ୍କ ମୃତ୍ୟୁ

କଟକ: ଜିରୋ ନାଇଟ୍ ସେଲିବ୍ରେସନ ବେଳେ ଛାତରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ବାଦାମବାଡି ଥାନା ଅଞ୍ଚଳ ବଳଭଦ୍ରପୁରରେ ଏହି ଅଘଟଣ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଜିରୋ ନାଇଟ୍ ସେଲିବ୍ରେସନ କରୁଥିବା ବେଳେ ଯୁବକ ଜଣଙ୍କ ଭାରସାମ୍ୟ ହରାଇ ଛାତରୁ ଖସି ପଡିଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା।

Comments are closed.