କୁମ୍ଭୀର ଟାଣି ନେଇଥିବା ଯୁବକର ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଅନ୍ତର୍ଗତ ପଟ୍ଟାମୁଣ୍ଡାଇର ମଣ୍ଡପଡ଼ାର ଜଣେ ଯୁବକକୁ ଗାଧୋଇବା ସମୟରେ ରବିବାର ଏକ କୁମ୍ଭୀର ପାଣି ଭିତରକୁ ଟାଣି ନେଇଥିଲା। ସୋମବାର ସକାଳ ସମୟରେ ଉକ୍ତ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି।

Comments are closed.