Daily Archives

January 18, 2020

ପ୍ରୋ ହକି ଲିଗ: କଳିଙ୍ଗ ଷ୍ଟାଡ଼ିୟମରେ ନେଦରଲ୍ୟାଣ୍ଡକୁ ୫-୨ ରେ ହରାଇଲା ଭାରତ

ଭୁବନେଶ୍ବର : ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ପ୍ରୋ ହକି ଲିଗରେ ନେଦରଲାଣ୍ଡକୁ ୫-୨ ଗୋଲରେ ହରାଇଛି ଭାରତ। ଲିଗ୍ ମ୍ୟାଚରେ ପ୍ରଥମ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଘରୋଇ ଭାରତ। ଘରୋଇ ପରିବେଶରେ…
Read More...

ପ୍ରେମିକର ଦ୍ୱିତୀୟ ପ୍ରେମ ଭାବି ନାବାଳିକାର ଗଳା କାଟିଲା ପ୍ରେମିକା!

ନୀଳଗିରି: ପ୍ରେମିକ ନିଜ ପ୍ରେମିକାକୁ ଭଲପାଇବା ଦେଉନଥିବା ତଥା ପ୍ରେମିକର ଦ୍ୱିତୀୟ ପ୍ରେମ ଆରମ୍ଭ ହୋଇ ଯାଇଥିବା ସନ୍ଦେହ କରି ପ୍ରେମିକା ଜଣକ ଜଣେ ନାବାଳିକାର ଗଳା କାଟିବା ଘଟଣା ସାଧାରଣରେ ହଟଚମଟ ସୃଷ୍ଟି କରିଛି।…
Read More...

ଭାବି ବରକୁ ବ୍ଲେଡ଼ ମାଡ଼! – ବନ୍ଦ ହେଲା ବାହାଘର; ଉଭୟ ପକ୍ଷରୁ ଥାନାରେ ଏତଲା

ନୀଳଗିରି : ବାଲେଶ୍ୱର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ନିଜ ବାହାଘରର ନିମନ୍ତ୍ରଣ କାର୍ଡ଼ ବାଣ୍ଟିବାକୁ ଯାଇଥିବା ଜଣେ ଯୁବକଙ୍କୁ ବ୍ଲେଡ଼ ମାଡ଼ ଘଟଣାରେ ଥାନାରେ ପୃଥକ ଏତଲା ଦାଏର ହୋଇଥିବା ବେଳେ ବାହାଘର ବନ୍ଦ ହୋଇଯିବା…
Read More...

ଖେଲୋ ଇଣ୍ଡିଆରେ ରାଜ୍ୟ ପାଇଁ ପ୍ରତ୍ୟାଷାଙ୍କର ଦ୍ବିତୀୟ ମେଡାଲ

ସମ୍ବଲପୁର : ଆସାମର ରାଜଧାନୀ ଗୁଆହାଟୀ ଠାରେ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ୨୦୨୦ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି। ଏହି ଗେମ୍ସରେ ଏକ ମାତ୍ର ସନ୍ତରଣବିତ ଭାବରେ ଜାତୀୟସ୍ତରର ସନ୍ତରଣକାରୀ ପ୍ରତ୍ୟାଷା ରାୟ ଓଡିଶା…
Read More...

ସ୍ତ୍ରୀ ମଲା : ୩ ଲକ୍ଷ ପାଇଁ ଏତଲା ବଦଳାଇଲେ ସ୍ବାମୀ

କଳାପଥର(ବାଙ୍କୀ): ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ପଞ୍ଚାୟତର ପାଥପୁର ଗାଁରେ ଶୁକ୍ରବାର ଅପରାହ୍ନରେ ଦୁଇ ପଡୋଶୀଙ୍କ ମଧ୍ୟରେ କଳହ ଉପୁଜି ଉଭୟେ ଠେଙ୍ଗାରେ ପିଟା ପିଟି ହୋଇଥିଲେ। ଫଳରେ ଘଟଣା ସ୍ଥଳରେ ଜଣେ ବିବାହିତା…
Read More...

ଶ୍ରୀନଗରରେ ପହଞ୍ଚିଲେ ଜିତେନ୍ଦ୍ର ସିଂହଙ୍କ ସମେତ ୩ କେନ୍ଦ୍ରମନ୍ତ୍ରୀ ; ଯିବେ ଆଉ ୩୩

ଶ୍ରୀନଗର : ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସମେତ ୩ ଜଣ କେନ୍ଦ୍ରମନ୍ତ୍ରୀ ଶନିବାର ଶ୍ରୀନଗରରେ ଯାଇ ପହଞ୍ଚିଛନ୍ତି । ଖରାପ ପାଗ ଓ ଜାମ୍ମୁ ବିମାନ ବନ୍ଦରଠାରେ ବେଶି ଦୂର ପର୍ୟ୍ୟନ୍ତ…
Read More...

୩ୟ ଦିନରେ ୧୬୨୨ବାଣିଜ୍ୟିକ ଉପଭୋକ୍ତାଙ୍କ ବିଜୁଳି କାଟିଲା ସେସୁ, ଆଦାୟ ହେଲା ୪ କୋଟି ୮୬ ଲକ୍ଷ

ଭୁବନେଶ୍ବର: ବକେୟା ବିଦ୍ୟୁତ ବିଲ୍ ଦେଇ ନଥିବା ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛିନ୍ନ କରିବା ପକ୍ରିୟା ତୃତୀୟ ଦିନରେ ପହଞ୍ଚିଛି । ଶନିବାର ତୃତୀୟ ଦିନରେ ସେସୁ ପକ୍ଷରୁ ବକେୟା ବିଲ୍ ଦେଇନଥିବା ୨୦ଟି ଡିଭିଜନର ୨୪୭…
Read More...

୨୦ରୁ ବିଶ୍ୱ ଅର୍ଥନୈତିକ ଫୋରମ୍ ବୈଠକ ; ପିୟୁଷ ଗୋଏଲ୍‍ଙ୍କ ନେତୃତ୍ୱ ଯୋଗ ଦେବ ଭାରତୀୟ ପ୍ରତିନିଧି ଦଳ

ଡାଭୋସ : ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍‍ର ବୈଠକ ଆସନ୍ତା ୨୦ ତାରିଖ ଅର୍ଥାତ ସୋମବାରଠାରୁ ଅନୁଷ୍ଠିତ ହେବ । ଚଳିତ ବର୍ଷର ବିଶ୍ୱ ଅର୍ଥନୈତିକ ଫୋରମ୍‍ର ଶୀର୍ଷକ ରହିଛି “ଏକ ସ୍ଥାୟୀ ତଥା ସହଯୋଗମୂଳକ ବିଶ୍ୱପାଇଁ…
Read More...

ଅର୍ଜୁନ ମୁଣ୍ଡା ହେଲେ ଏଏଆଇର ସଭାପତି

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ତା ଶନିବାର ତୀରନ୍ଦାଜ ଆସୋସିଏସନ ଅଫ ଇଣ୍ଡିଆ(ଏଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୩ଜଣ ପର୍ୟ୍ୟବେକ୍ଷକଙ୍କ ଉପସ୍ଥିତିରେ  ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ…
Read More...

ବଲାଙ୍ଗୀରରେ ଧାନକିଣାର ଗୋଲକଧନ୍ଦା ‘ସମାଜ’ର ଗ୍ରାଉଣ୍ଡ ରିପୋର୍ଟ

-ଲୋଇସିଂହା ବ୍ଲକରେ ଅନିୟମିତତାରେ ଚାଲିଛି ଧାନକିଣା - ଶ୍ରମିକଙ୍କ ନାଁରେ ବେଆଇନ ଟଙ୍କା ଆଦାୟ - ଅଖା ବସ୍ତା ପାଇଁ ୪ କେଜି, ଜରିବସ୍ତା ପାଇଁ ସାଢେ ୪ କେଜି କଟନୀ - କୁଶମେଲ, ବାଦିମୁଣ୍ଡାରେ ଦଲାଲରାଜ…
Read More...