Daily Archives

January 6, 2020

ଜେଏନୟୁ ହିଂସାକୁ ଦେଶବ୍ୟାପୀ ବିରୋଧ: ମୁମ୍ବଇରେ ସାମିଲ ହେଲେ ଅଭିନେତା ଓ ଅଭିନେତ୍ରୀ, ଯାଦବପୁର ବିଶ୍ଵବିଦ୍ୟାଳୟ…

ନୂଆଦିଲ୍ଲୀ: ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ(ଜେଏନୟୁ) କ୍ୟାମ୍ପସରେ ରବିବାର ରାତିରେ ହୋଇଥିବା ଆକ୍ରମଣ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ମୁମ୍ବଇରେ ବହୁ ସଂଖ୍ୟାରେ…
Read More...

୨୨ ଗ୍ରାମ ବ୍ରାଉନସୁଗାର ଜବତ, ଅବସରପ୍ରାପ୍ତ ଯବାନ ଗିରଫ

ପୁରୀ: ବ୍ରାଉନସୁଗାର କାରବାର କରୁଥିବାବେଳେ ଧରାପଡ଼ିଛନ୍ତି ଜଣେ ଅବସରପ୍ରାପ୍ତ ଯବାନ। ଅବକାରୀ ବିଭାଗ ପୁଲିସ ତାଙ୍କୁ ଗିରଫ କରିଛି। ତାଙ୍କଠାରୁ ୨୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି, ଯାହାର ମୂଲ୍ୟ ପ୍ରାୟ ୨୦ ଲକ୍ଷ…
Read More...

ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ୨ ଶ୍ରମିକ ମୃତ

ରାଉରକେଲା: ରାଉରକେଲା ଆଇଡିସି ଅଞ୍ଚଳରେ ସୋମବାର ଅଘଟଣ ଘଟିଛି। ଏହି ଅଞ୍ଚଳରେ ଥିବା ଏକ ସ୍ପଞ୍ଜ ଆଇରନ କାରଖାନାରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଫଳରେ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, କାରଖାନା…
Read More...

ରାମବାଗ ଉଚ୍ଚ ବିଦ୍ୟାଳୟର ୭୫ତମ ପୂର୍ତ୍ତି ଉତ୍ସବ ପାଳିତ

ଯାଜପୁର : ଯାଜପୁର ଜିଲା ଦଶରଥପୁର ବ୍ଲକ ରାମବାଗ ଉଚ୍ଚ ବିଦ୍ୟାଳୟର ସୋମବାର ୭୫ତମ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ସଂସଦର ସଭାପତି ଡା ସତ୍ୟନାରାୟଣ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି…
Read More...

ଆସନ୍ତାକାଲି ଦ୍ବିତୀୟ ଟି-୨୦, ବର୍ଷ ଆରମ୍ଭରୁ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଇନ୍ଦୋର:ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ଗୌହାଟୀରେ ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯିବା ପରେ ଆସନ୍ତାକାଲି ଇନ୍ଦୋର…
Read More...

ଦିଲ୍ଲୀରେ କ୍ଷମତାକୁ ଫେରିବ ଆପ୍‌, ଟକ୍କର ଦେଇପାରିବନି ବିଜେପି: ସର୍ଭେ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିସାରିଛନ୍ତି। ନିର୍ବାଚନ ବିଗୁଲ ବାଜିବା କ୍ଷଣି ଶାସକ ଦଳ ଆମ ଆଦ୍‌ମୀ ପାର୍ଟି(ଆପ୍‌) ଦାବି କରିଛି ଯେ ନିଜର କାର୍ଯ୍ୟ ବଦଳରେ ପୁଣି…
Read More...

ସମ୍ବଲପୁର ବିଶ୍ୱବିଦ୍ୟାଳୟ: ଇଏସଆଇ ଲାଗୁ ହେଉନି, ଆମରଣ ଅନଶନରେ ବସିଲେ କର୍ମଚାରୀ

ବୁର୍ଲା: ଓଡ଼ିଶା ସରକାରଙ୍କ ବିଜ୍ଞପ୍ତି (ନମ୍ବର ୧୯୪୫ ତା୨୫/୦୮/୨୦୧୧ରିଖ) ଏବଂ ଶ୍ରମ ଓ ନିୟୋଜନ ବିଭାଗ ସଂଖ୍ୟା ୭୭୫୨-ଏସଏସ-୨-ଏସସି-୪୨ ତା୨୪/୦୮/୨୦୧୧ରିଖ/ଏଲଇ ଅନୁସାରେ ସମସ୍ତ ଶୈକ୍ଷିକ ସଂସ୍ଥାନରେ(ଯେଉଁଠି ୧୦ରୁ…
Read More...

ବଲିଉଡ ଅଭିନେତ୍ରୀ ‘ଇଲା ଅରୁଣ’ଙ୍କ ସହ ସାକ୍ଷାତକାର : ସମସ୍ତ ପ୍ରକାରର ସଙ୍ଗୀତର ମୂଳ ଜଡ ହେଉଛି ଲୋକ…

ସମ୍ବଲପୁର (ବିରାଜ କୁମାର ମିଶ୍ର) : ବଲିଉଡର ଖ୍ୟାତମାନା ଇଲା ଅରୁଣଙ୍କୁ ପରିଚୟର କୌଣସି ଆବଶ୍ୟକତା ନାହିଁ। ଦୀର୍ଘ ୪୦ ବର୍ଷ ହେବ ଲୋକ କଳାକାର ଓ ବଲିଉଡ ଅଭିନେତ୍ରୀ ଭାବରେ ଜନତା ଙ୍କର ମନୋରଞ୍ଜନ କରିଆସୁଥିବା ଇଲା…
Read More...

ସଡକ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ : ଆମ୍ବୁଲାନ୍ସକୁ ଦାୟୀ କଲେ ପରିବାର ଲୋକେ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ସୋମବାର ଏକ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳା ଜଣଙ୍କ ସପ୍ତାହିକ ବାଜାରକୁ ଯାଉଥିବା ସମୟରେ…
Read More...

ସ୍ବାମୀ ହନ୍ତା ସ୍ତ୍ରୀ….. ୩୦ ହଜାର ସୁପାରୀରେ ପୋଛିଦେଲା ନିଜ ମଥାର ସିନ୍ଦୁର

ମୋହନା: ନିଜ ସିନ୍ଦୁର ପୋଛିବା ପାଇଁ ୩୦ ହଜାର ଟଙ୍କାର ଡିଲ୍।ସୁପାରୀ ଦେଇ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଅଞ୍ଚଳରେ। ପରକୀୟା ପ୍ରୀତିରେ ପାଗଳ ହୋଇ ସ୍ତ୍ରୀ ନିଜ…
Read More...