Daily Archives

January 1, 2020

ରାଧାଶ୍ୟାମ ମହାପାତ୍ର ନାଲ୍‌କୋର ନୂଆ ମାନବସମ୍ବଳ ନିର୍ଦେଶକ

ଭୁବନେଶ୍ୱର : ନବରତ୍ନ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍‌କୋ)ର ନୂତନ ନିର୍ଦେଶକ (ମାନବସମ୍ବଳ) ଭାବେ ରାଧାଶ୍ୟାମ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ ସେଣ୍ଟ୍ରାଲ୍ କୋଲ ଫିଲ୍ଡସ…
Read More...

ନେତ୍ରହୀନ ନୋଟ୍‍ ଚିହ୍ନିବା ପା​ଇଁ ରିଜର୍ଭ ବ୍ୟାଙ୍କର ଆପ୍‍ ‘ମନି’

ମୁମ୍ବଇ : ମୋବାଇଲ୍‍ ସହାୟତାରେ ନୋଟ୍‍ ଚିହ୍ନିବାପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ‘ମନି’ ନାମକ ଏକ ମୋବାଇଲ୍‍ ଆପ୍‍ ବ୍ୟବସ୍ଥା ଆରମ୍ଭ କରିଛି । ଏହା ସାହାଯ୍ୟରେ ନେତ୍ରହୀନ ବ୍ୟକ୍ତିମାନେ ସହଜରେ ବିଭିନ୍ନ ମୂଲ୍ୟର…
Read More...

ମୋଦୀ ଓ ଶାହାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ତାମିଲ ମେଧାବୀ ଯୁବକ ଗିରଫ

ଚେନ୍ନଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ତାମିଲନାଡୁର ମେଧାବୀ ଯୁବକ ନେଲ୍ଲାଇ କାନ୍ନନ ବୁଧବାର ଗିରଫ ହୋଇଥିବା ଜଣାପଡ଼ିଛି। ତାଙ୍କୁ…
Read More...

ପର୍ଯ୍ୟଟନସ୍ଥଳ କୁସୁମାରରେ ଆରମ୍ଭ ହେଲା ନୌଯାତ୍ରା

ଯାଜପୁର : ଯାଜପୁର ଅନ୍ୟତମ ପର୍ଯ୍ୟଟନସ୍ଥଳ କୁସୁମାର ନୀଳ ଜଳରାଶିରେ ବୁଧବାର ନୌଯାତ୍ରାର ଶୁଭାରମ୍ଭ ହୋଇଛି ।  ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲାପାଳ ରଂଜନ କୁମାର ଦାସ ଏହାକୁ  ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ…
Read More...

ଗ୍ଲୋବାଲ ପିସ୍ ପାଂଉଣ୍ଡେସନ ପକ୍ଷରୁ ‘ୱାର୍ଲ୍ଡ ଇଂଟିଗ୍ରେସନ ଡେ’ ପାଳିତ

ଯାଜପୁର : ଯାଜପୁର ଜିଲା ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଗ୍ଲୋବାଲ ପିସ୍ ପାଂଉଣ୍ଡେସନ ପକ୍ଷରୁ ୱାର୍ଲ୍ଡ ଇଂଟିଗ୍ରେସନ ଡେ ପାଳିତ ହୋଇଯାଇଛି । ସାରା ବିଶ୍ୱକୁ ଏକ ସୁତ୍ରରେ ବାନ୍ଧିବା ଲକ୍ଷ୍ୟରେ ଫାଉଣ୍ଡେସନ…
Read More...

ପିକନିକ ହେଲା କାଳ : ବାମ୍ଫିକୁ ବାଇକ ଖସି ୩ ମୃତ, ୨ ଗୁରୁତର

ଦିଗପହଣ୍ଡି : ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୌତମୀ ନିକଟସ୍ଥ ଋଷିକୂଲ୍ୟା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଋଷିକୂଲ୍ୟା ମୁଖ୍ୟ କେନାଲରେ ଥିବା ବାମ୍ଫିକୁ ଦୁଇଟି ବାଇକ ଖସିପଡ଼ିଥିବା ଜଣାପଡ଼ିଛି। ଘଟଣା…
Read More...

ଶିବସେନା ସକାଳେ ବାଘ……ସନ୍ଧ୍ୟାରେ ବିଲେଇ : ଦେବେନ୍ଦ୍ର ଫଡନଭୀସ

ମୁମ୍ବଇ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ନୂଆବର୍ଷରେ ଭାରତୀୟ ଜନତା ପାର୍ଟି(ବିଜେପି)ର ପୂର୍ବତନ ସହଯୋଗୀ ଦଳ ଶିବସେନାକୁ ଟାର୍ଗେଟ କରିଛନ୍ତି। ଶିବସେନା ସକାଳେ ବାଘ ହେଲେ ସନ୍ଧ୍ୟାରେ…
Read More...

ଜାନୁଆରୀ ୩ରେ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଚଳିତ ଜାନୁଆରୀ ମାସ ୩ରେ କେନ୍ଦ୍ର ମନ୍ତ୍ରୀ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ପ୍ରବାସୀ ଭାରତୀୟ କେନ୍ଦ୍ରରେ ଏହି ବୈଠକ ଅନୁଷ୍ଠିତ…
Read More...

୧୨ଟି ରାଜ୍ୟରେ ଲାଗୁ ହେଲା ‘ଏକ ଦେଶ-ଏକ ରାଷ୍ଟ୍ର-ଏକ ରାସନକାର୍ଡ’

ନୂଆଦିଲ୍ଲୀ : ନୂଆ ବର୍ଷରେ ଦେଶର ୧୨ଟି ରାଜ୍ୟରେ ‘ଏକ ଦେଶ-ଏକ ରାସନକାର୍ଡ’ ଯୋଜନା ଦେଶରେ କାର୍ଯ୍ୟକାରୀ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଗୁଜରାତ, ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ,…
Read More...

ନାଗରିକତା ଆଇନ ବିରୋଧୀ ୬୯ ଜଣ ହିଂସାକାରିଙ୍କୁ ମିଳିଲା ଜାମିନ

ବାରଣାସୀ: ସଂଶୋଧିତ ନାଗରିକତା ଆଇନ ୨୦୧୯କୁ ବିରୋଧ କରି ଗତ ଡିସେମ୍ବର ୧୯ରେ ବାରଣାସୀରେ ହୋଇଥିବା ହିଂସାରେ ଲିପ୍ତ ରହିଥିବା ଅଭିଯୋଗରେ ଗିରଫ ହୋଇଥିବା ୬୯ ଜଣଙ୍କୁ ବୁଧବାର ଏକ ସ୍ଥାନୀୟ କୋର୍ଟ ଜାମିନ ପ୍ରଦାନ…
Read More...