ମକର ସଂକ୍ରାନ୍ତି : ମନସ୍କାମନା ପୂରଣ ପାଇଁ ରାଶି ଅନୁଯାୟୀ କରନ୍ତୁ ଦାନ

ମକର ସଂକ୍ରାନ୍ତିକୁ ଦାନର ପର୍ବ ବୋଲି କୁହାଯାଏ। ଏହଦିନ ରାଶି ଅନୁଯାୟୀ ଦାନ କରିବା ଦ୍ୱାରା ଏହାର ଖୁବ ଉତ୍ତମ ଫଳ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ….
ମେଷ – ଚାଦର ଓ ରାଶିର ଦାନ କରିବା ଦ୍ୱାରା ଖୁବ ଶୀଘ୍ର ମନସ୍କାମନା ପୂରଣ ହେବ।
ବୃଷ – ବସ୍ତ୍ର ଏବଂ ରାଶି ଦାନ କରିବା ଶୁଭ।
ମିଥୁନ – ଚାଦର ଏବଂ ଛତା ଦାନ କରନ୍ତୁ। ଖୁବ ଶୁଭଫଳ ପ୍ରାପ୍ତି ହେବ।
କର୍କଟ – ସାବୁଦାନା ଏବଂ ବସ୍ତ୍ର ଦାନ କରିବା ଶୁଭଙ୍କର।
ସିଂହ – ନିଜ କ୍ଷମତା ଅନୁଯାୟୀ କମଳ ଓ ଚାଦର ଦାନ କରନ୍ତୁ।
କନ୍ୟା – ତେଲ ଓ ବିରି ଡ଼ାଲି ଦାନ କରନ୍ତୁ।
ତୁଳା – ତୁଳା, ବସ୍ତ୍ର, ସୂତା ବସ୍ତ୍ର, ଚାଦର ଦାନ କରନ୍ତୁ।
ବିଛା – ଖେଚେଡି ଦାନ କରନ୍ତୁ। ଏହାସହ ନିଜ କ୍ଷମତା ଅନୁଯାୀୟୀ, କମଳ ମଧ୍ୟ ଦାନ କରି ପାରିବେ।
ଧନୁ – ଚଣାଡ଼ାଲି ଦାନ କରିବା ଦ୍ୱାରା ବିଶେଷ ଲାଭ ମିଳିବ।
ମକର – କମଳ ଓ ପୁସ୍ତକ ଦାନ କରନ୍ତୁ। ସମସ୍ତ ମନସ୍କାମନା ପୂରଣ ହେବ।
କୁମ୍ଭ – ସାବୁନ, ବସ୍ତ୍ର, ପାନିଆ ଆଦି ଦାନ କରନ୍ତୁ।
ମୀନ – ସାବୁଦାନା, କମଳ ଓ ସୂତାବସ୍ତ୍ର ତଥା ଚାଦର ଦାନ କରନ୍ତୁ।

 

Comments are closed.