ସାରବର ସେଲ ପାଇଁ ଫେରିଲା ୪.୩ଲକ୍ଷ

ଭୁବନେଶ୍ବର: ସାଇବର ଲୁଟେରାଙ୍କ ପାଖରୁ ଫେରିଲା ୪ଲକ୍ଷ ୩୦ହଜାର ଟଙ୍କା। ସେୟାର ମାର୍କେଟରେ ଟଙ୍କା ଲଗାଇ ଅଧିକ ଲାଭ ମୋହ ଦେଖାଇ ଲୁଟିଥିଲେ। କେନ୍ଦ୍ରାପଡ଼ା ଓ ପଟାମୁଣ୍ଡାଇ ଅଞ୍ଚଳରେ ଜଣେ ଯୁବକଙ୍କୁ ଠକିଥିଲେ ସାଇବର ଠକ। ଯୁବକଙ୍କ ଅଭିଯୋଗ ପରେ ଟଙ୍କା ଉଦ୍ଧାର କଲା ସାଇବର ସେଲ।

Comments are closed.