କୂଅରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

କଟକ : କଟକ ଜିଲା ଆଠଗଡ଼ ରେଞ୍ଜ ଅନ୍ତର୍ଗତ ବୁଦ୍ଧିଆପାଟଣା ଅଂଚଳରେ ଥିବା କୂଅରୁଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ରବିବାର ଜଣାପଡ଼ିଛି। ବଜ୍ରକାପ୍ତାଟିର ବୟସ ପ୍ରାୟ ୫ ବର୍ଷ ହେବ। ବଜ୍ରକାପ୍ତାଟି କୂଅରେ ପଡ଼ିଥିବା ଗ୍ରାମବାସୀ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଂଚି ବଜ୍ରକାପ୍ତାଟିକୁ ଉଦ୍ଧାର କରିଥିବା ନେଇ ସୂଚନା ମିଳିଛି।

Comments
Loading...