ଖେଲୋ ଇଣ୍ଡିଆ : ଯୁବ କ୍ରୀଡ଼ାରେ ଓଡ଼ିଶାରୁ ୬ ଦୌଡ଼କୁଦ ଅଧିକାରୀ

କଟକ : ଆସନ୍ତା ୧୧ରୁ ୧୪ ପର୍ଯ୍ୟନ୍ତ ଆସାମର ଗୁଆହାଟୀରେ ଆୟୋଜନ ହେବ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା। ଏହି କ୍ରୀଡ଼ାରେ ଆଥ୍‌ଲେଟିକ୍‌ସ ବା ଦୌଡ଼କୁଦ ଇଭେଣ୍ଟରେ ​ବୈଷୟିକ ଅଧିକାରୀ ଭାବେ ଓଡ଼ିଶାରୁ ୬ ଜଣ ଭାଗନେବାକୁ ଯାଉଛନ୍ତି। ସେମାନେ ହେଲେ ରୁପାନ୍ବିତା ପଣ୍ଡା, ପ୍ରବୋଧ ମହାନ୍ତି, ସସ୍ମିତା ପଣ୍ଡା, ଭବାନୀ ଶଙ୍କର ଜେନା, ଆଶିଷ ପ୍ରଧାନ ଓ ଡ. ରମେଶ ସ୍ବାଇଁ।

Comments are closed.