ନକଲି ସସ କାରଖାନାରେ ଚଢ଼ାଉ

କଟକ:କଟକ ସହରରେ ନକଲି ଓ ଅପମିଶ୍ରିତ ସସ କାରଖାନାରେ ଚଢ଼ାଉ କରାଯାଇଛି। ମାଲଗୋଦାମ ଥାନା ପୁଲିସ ପକ୍ଷରୁ ସସ କାରଖାନା ରେଡ କରାଯାଇଛି। ବାରଙ୍ଗରେ ଥିବା କାରଖାନା ମଧ୍ୟ ଚଢ଼ାଉ କରାଯାଇଥିବାବେଳେ ଜଣକୁ ଅଟକ ରଖାଯାଇଛି।

Comments are closed.