କଟକରେ ନକଲି ସିମେଣ୍ଟ କାରଖାନା ଠାବ

କଟକ : କଟକରେ ପୁଣି ଠାବ ହୋଇଛି ନକଲି ସାମଗ୍ରୀ। ଆଜି ସକାଳ ଜଗତପୁର ଖଇରା ପୋଲ ନିକଟରୁ ଅପମିଶ୍ରିତ ସିମେଣ୍ଟ କାରଖାନା ଠାବ ହୋଇଛି। ଜଗତପୁର ପୁଲିସ ଚଢାଉ କରି କାରଖାନାରୁ ବିପୁଳ ପରିମାଣରେ ନକଲି ସିମେଣ୍ଟ ବସ୍ତା ଜବତ କରାଯାଇଛି। ଏହାସହ ନାମିଦାମୀ ବ୍ରାଣ୍ଡର ବିଭିନ୍ନ କମ୍ପାନୀର ବସ୍ତାରେ ନକଲି ସିମେଣ୍ଟ ଜବତ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

 

Comments are closed.