ଶପଥ ନେଲେ ଓଡିଶା ହାଇକୋର୍ଟର ଆଉ ୨ ନୂଆ ବିଚାରପତି

କଟକ : ଆଜି ଓଡିଶା ହାଇକୋର୍ଟର ଆଉ ୨ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି। ୨ ନୂଆ ବିଚାରପତି ଭାବେ ଜଷ୍ଟିସ ଯଶୋୱନ୍ତ ସିଂହ ଓ ଜଷ୍ଟିସ ଅରିନ୍ଦମ ସିହ୍ନା ୧୦ଟା ୧୫ରେ ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟର ନୂତନ କନଫରେନ୍ସ ହଲ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଶପଥ ଗ୍ରହଣ କରିଛନ୍ତି। ଓଡିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୨୭ ହୋଇଥିବା ବେଳେ ଆସିଥିବା ଦୁଇ ବିଚାରପତିଙ୍କ ଶପଥ ଗ୍ରହଣ ପରେ ଏହି ସଂଖ୍ୟା ୧୪ରେ ପହଞ୍ଚିଛି।

 

Comments are closed.