ପଞ୍ଚମ ୱିକେଟ ହରାଇଲା ଭାରତ : କେଦାର ଯାଦବ ୯ରନ କରି ଆଉଟ

କଟକ : କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତ ତାର ପଞ୍ଚମ ୱିକେଟ ହରାଇଛି। କେଦାର ଯାଦବ ମାତ୍ର ୯ରନ କରି ଆଉଟ ହୋଇଯାଇଛନ୍ତି। ସେ କଟ୍ରେଲଙ୍କ ବଲରେ କ୍ଲିଙ୍ଗ ବୋଲ୍ଡ ହୋଇଯାଇଛନ୍ତି। ଯାଦବ ଆଉଟ ହେବାପରେ ରବିନ୍ଦ୍ର ଜାଡେଜା ବ୍ୟାଟିଂ କରିବାକୁ ଆସିଛନ୍ତି।

ଅନ୍ୟପକ୍ଷରେ ଭାରତର ଅଧିନାୟକ ବିରାଟ କୋହଲି ୬୫ବଲରେ ୬୭ରନ କରି ଖେଳୁଛନ୍ତି। ଯେଉଁଥିରେ ତାଙ୍କର ୭ଟି ଚୌକା ସାମିଲ ରହିଛି। ଏବେଠାରୁ ଭାରତକୁ ବିଜୟ ପାଇଁ ୫୪ବଲରେ ୬୮ରନର ଆବଶ୍ୟକତା ରହିଛି।

Comments are closed.