ଟ୍ୱିନ ସିଟିରେ ଘନ କୁହୁଡ଼ିର ଆସ୍ତରଣ

ଭୁବନେଶ୍ୱର : ଟ୍ୱିଟ ସିଟିରେ ଘନ କୁହୁଡିର ଆସ୍ତରଣ ଶୁକ୍ରବାର ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ରାସ୍ତାଘାଟ ସହ ଆଖପାଖରେ ଥିବା କିଛି ଜିନିଷ ମଧ୍ୟ ଦୃଶ୍ୟମାନ ହେଉନାହିଁ। ଫଳରେ ଯାନବାହନ ଚଳାଚଳରେ ସମସ୍ୟା ସହ ଗମନାଗମନ ପ୍ରଭାବିତ ହୋଇଛି। ସକାଳ ୮ଟା ପର୍ଯ୍ୟନ୍ତ ମଧ୍ୟ କୁହୁଡିର ଆସ୍ତରଣ ରହିଥିବା ଦେଖାଦେଇଛି।

Comments are closed.