ଆଇପିଏଲ୍‌ ୨୦୨୦ ; ଉଦ୍‌ଘାଟନୀ ମ୍ୟାଚରେ ଚେନ୍ନଇ-ମୁମ୍ବଇ ମୁହାଁମୁହିଁ : ଜାଣନ୍ତୁ ଚଳିତ ଆଇପିଏଲର ସମ୍ପୂର୍ଣ୍ଣ ଖେଳସୂଚୀ

ମୁମ୍ବଇ : ଚଳିତବର୍ଷର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୯ରୁ ଆରମ୍ଭ ହେବ। ଚଳିତ ଥର ଆଇପିଏଲ୍‌ ଉଦ୍‌ଘାଟନୀ ମ୍ୟାଚରେ ମୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଗତବର୍ଷର ଚମ୍ପିଆନ୍ ହିଟମ୍ୟାନ୍ ରୋହିତ ଶର୍ମାଙ୍କ ଦଳ ମୁମ୍ବଇ ଇଣ୍ଡିଆନ୍‌ସ ଓ ରନର୍ସ ଅପ୍ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଚେନ୍ନଇ ସୁପର କିଙ୍ଗସ୍ ମଧ୍ୟରେ ଖେଳାଯିବ। ସେହିପରି ଚଳିତ ଥର ଆଇପିଏଲ୍ ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇ ମଇ ୨୪ରେ ଶେଷ ହେବ।
ତେବେ ଆସନ୍ତୁ ଜାଣିବା ଆଇପିଏଲର ସମ୍ପୂର୍ଣ୍ଣ ଖେଳସୂଚୀ…………

ତାରିଖ ମ୍ୟାଚ୍ ସମୟ ସ୍ଥାନ
ମାର୍ଚ୍ଚ ୨୯(ରବିବାର) ମୁମ୍ବଇ ଇଣ୍ଡିଆନସ୍-ଚେନ୍ନଇ ସୁପର କିଙ୍ଗସ୍ ସନ୍ଧ୍ୟା ୮ଟା ମୁମ୍ବଇ
ମାର୍ଚ୍ଚ ୩୦(ସୋମବାର) ଦିଲ୍ଲୀ କ୍ୟାପିଟାଲସ୍-କିଙ୍ଗସ୍ ଏକାଦସ ପଞ୍ଜାବ ସନ୍ଧ୍ୟା ୮ଟା ଦିଲ୍ଲୀ 
ମାର୍ଚ୍ଚ ୩୧(ମଙ୍ଗଳବାର) ରୟାଲ ଚାଲେଞ୍ଜର ବାଙ୍ଗାଲୁରୁ-କୋଲକାତା ନାଇଟ ରାଇଡରସ୍ ସନ୍ଧ୍ୟା ୮ଟା ବେଙ୍ଗାଲୁରୁ
ଏପ୍ରିଲ ୧(ବୁଧବାର) ସନରାଇଜରସ୍ ହାଇଦରାବାଦ-ମୁମ୍ବଇ ଇଣ୍ଡିଆନସ୍ ସନ୍ଧ୍ୟା ୮ଟା ହାଇଦରାବାଦ
ଏପ୍ରିଲ ୨(ଗୁରୁବାର) ଚେନ୍ନଇ ସୁପରକିଙ୍ଗସ୍-ରାଜସ୍ତାନ ରୟାଲସ୍  ସନ୍ଧ୍ୟା ୮ଟା ଚେନ୍ନଇ
ଏପ୍ରିଲ ୩(ଶୁକ୍ରବାର) କୋଲକାତା ନାଇଟ ରାଇଡରସ୍-ଦିଲ୍ଲୀ କ୍ୟାପିଟାଲସ୍  ସନ୍ଧ୍ୟା ୮ଟା କୋଲକାତା
ଏପ୍ରିଲ ୪(ଶନିବାର) କିଙ୍ଗସ୍ ଏକାଦସ ପଞ୍ଜାବ-ସନରାଇଜରସ୍ ହାଇଦରାବାଦ ସନ୍ଧ୍ୟା ୮ଟା ମୋହାଲି
ଏପ୍ରିଲ ୫(ରବିବାର) ମୁମ୍ବଇ ଇଣ୍ଡିଆନସ୍-ରୟାଲ ଚାଲେଞ୍ଜର ବାଙ୍ଗାଲୁରୁ  ୪ଟା ମୁମ୍ବଇ
ଏପ୍ରିଲ ୫(ରବିବାର) ରାଜସ୍ତାନ ରୟାଲସ୍ – ଦିଲ୍ଲୀ କ୍ୟାପିଟାଲସ୍ ସନ୍ଧ୍ୟା ୮ଟା ଜୟପୁର/ଗୁଆହାଟି
ଏପ୍ରିଲ ୬(ସୋମବାର) କୋଲକାତା ନାଇଟ ରାଇଡରସ୍-ଚେନ୍ନଇ ସୁପର କିଙ୍ଗସ୍ ସନ୍ଧ୍ୟା ୮ଟା କୋଲକାତା
ଏପ୍ରିଲ ୭(ମଙ୍ଗଳାବର) ରୟାଲ ଚାଲେଞ୍ଜର ବାଙ୍ଗାଲୁରୁ-ସନରାଇଜରସ୍ ହାଇଦରାବାଦ ସନ୍ଧ୍ୟା ୮ଟା ବେଙ୍ଗାଲୁରୁ
ଏପ୍ରିଲ ୮(ବୁଧବାର) କିଙ୍ଗସ୍ ଏକାଦସ ପଞ୍ଜାବ-ମୁମ୍ବଇ ଇଣ୍ଡିଆନସ୍ ସନ୍ଧ୍ୟା ୮ଟା ମୋହାଲି
ଏପ୍ରିଲ ୯(ଗୁରୁବାର) ରାଜସ୍ତାନ ରୟାଲସ୍ – କୋଲକାତା ନାଇଟ ରାଇଡରସ୍ ସନ୍ଧ୍ୟା ୮ଟା ଜୟପୁର/ଗୁଆହାଟି
ଏପ୍ରିଲ ୧୦(ଶୁକ୍ରବାର) ଦିଲ୍ଲୀ କ୍ୟାପିଟାଲସ୍- ରୟାଲ ଚାଲେଞ୍ଜର ବାଙ୍ଗାଲୁରୁ ସନ୍ଧ୍ୟା ୮ଟା ଦିଲ୍ଲୀ 
ଏପ୍ରିଲ ୧୧(ଶନିବାର) ଚେନ୍ନଇ ସୁପରକିଙ୍ଗସ୍-କିଙ୍ଗସ୍ ଏକାଦସ ପଞ୍ଜାବ ସନ୍ଧ୍ୟା ୮ଟା ଚେନ୍ନଇ
ଏପ୍ରିଲ ୧୨(ରବିବାର) ସନରାଇଜରସ୍ ହାଇଦରାବାଦ-ରାଜସ୍ତାନ ରୟାଲସ୍ ୪ଟା ହାଇଦରାବାଦ
ଏପ୍ରିଲ ୧୨(ରବିବାର) କୋଲକାତା ନାଇଟ ରାଇଡରସ୍-ମୁମ୍ବଇ ଇଣ୍ଡିଆନସ୍ ସନ୍ଧ୍ୟା ୮ଟା କୋଲକାତା
ଏପ୍ରିଲ ୧୩(ସୋମବାର) ଦିଲ୍ଲୀ କ୍ୟାପିଟାଲସ୍-ଚେନ୍ନଇ ସୁପରକିଙ୍ଗସ୍  ସନ୍ଧ୍ୟା ୮ଟା ଦିଲ୍ଲୀ 
ଏପ୍ରିଲ ୧୪(ମଙ୍ଗଳବାର) କିଙ୍ଗସ୍ ଏକାଦସ ପଞ୍ଜାବ-ରୟାଲ ଚାଲେଞ୍ଜର ବାଙ୍ଗାଲୁରୁ ସନ୍ଧ୍ୟା ୮ଟା ମୋହାଲି
ଏପ୍ରିଲ ୧୫(ବୁଧବାର) ମୁମ୍ବଇ ଇଣ୍ଡିଆନସ୍-ରାଜସ୍ତାନ ରୟାଲସ୍ ସନ୍ଧ୍ୟା ୮ଟା ମୁମ୍ବଇ
ଏପ୍ରିଲ ୧୬(ଗୁରୁବାର) ସନରାଇଜରସ୍ ହାଇଦରାବାଦ-କୋଲକାତା ନାଇଟ ରାଇଡରସ୍ ସନ୍ଧ୍ୟା ୮ଟା ହାଇଦରାବାଦ
ଏପ୍ରିଲ ୧୭(ଶୁକ୍ରବାର) କିଙ୍ଗସ୍ ଏକାଦସ ପଞ୍ଜାବ-ଚେନ୍ନଇ ସୁପରକିଙ୍ଗସ୍ ସନ୍ଧ୍ୟା ୮ଟା ମୋହାଲି
ଏପ୍ରିଲ ୧୮(ଶନିବାର) ରୟାଲ ଚାଲେଞ୍ଜର ବାଙ୍ଗାଲୁରୁ-ରାଜସ୍ତାନ ରୟାଲସ୍ ସନ୍ଧ୍ୟା ୮ଟା ବେଙ୍ଗାଲୁରୁ
ଏପ୍ରିଲ ୧୯(ରବିବାର) ଦିଲ୍ଲୀ କ୍ୟାପିଟାଲସ୍-କୋଲକାତା ନାଇଟ ରାଇଡରସ୍ ୪ଟା ଦିଲ୍ଲୀ 
ଏପ୍ରିଲ ୧୯(ରବିବାର) ଚେନ୍ନଇ ସୁପରକିଙ୍ଗସ୍-ସନରାଇଜରସ୍ ହାଇଦରାବାଦ ସନ୍ଧ୍ୟା ୮ଟା ଚେନ୍ନଇ
ଏପ୍ରିଲ ୨୦(ସୋମବାର) ମୁମ୍ବଇ ଇଣ୍ଡିଆନସ୍-କିଙ୍ଗସ୍ ଏକାଦସ ପଞ୍ଜାବ ସନ୍ଧ୍ୟା ୮ଟା ମୁମ୍ବଇ
ଏପ୍ରିଲ ୨୧(ମଙ୍ଗଳବାର) ରାଜସ୍ତାନ ରୟାଲସ୍-ସନରାଇଜରସ୍ ହାଇଦରାବାଦ ସନ୍ଧ୍ୟା ୮ଟା ଜୟପୁର
ଏପ୍ରିଲ ୨୨(ବୁଧବାର) ରୟାଲ ଚାଲେଞ୍ଜର ବାଙ୍ଗାଲୁରୁ-ଦିଲ୍ଲୀ କ୍ୟାପିଟାଲସ୍ ସନ୍ଧ୍ୟା ୮ଟା ବେଙ୍ଗାଲୁରୁ
ଏପ୍ରିଲ ୨୩(ଗୁରୁବାର) କୋଲକାତା ନାଇଟ ରାଇଡରସ୍-କିଙ୍ଗସ୍ ଏକାଦସ ପଞ୍ଜାବ ସନ୍ଧ୍ୟା ୮ଟା କୋଲକାତା
ଏପ୍ରିଲ ୨୪(ଶୁକ୍ରବାର) ମୁମ୍ବଇ ଇଣ୍ଡିଆନସ୍-ଚେନ୍ନଇ ସୁପର କିଙ୍ଗସ୍ ସନ୍ଧ୍ୟା ୮ଟା ଚେନ୍ନଇ
ଏପ୍ରିଲ ୨୫(ଶନିବାର) ରାଜସ୍ତାନ ରୟାଲସ୍-ରୟାଲ ଚାଲେଞ୍ଜର ବାଙ୍ଗାଲୁରୁ ସନ୍ଧ୍ୟା ୮ଟା ଜୟପୁର
ଏପ୍ରିଲ ୨୬(ରବିବାର) କିଙ୍ଗସ୍ ଏକାଦସ ପଞ୍ଜାବ-କୋଲକାତା ନାଇଟ ରାଇଡରସ୍ ୪ଟା ମୋହାଲି
ଏପ୍ରିଲ ୨୬(ରବିବାର) ସନରାଇଜରସ୍ ହାଇଦରାବାଦ-ଦିଲ୍ଲୀ କ୍ୟାପିଟାଲସ୍ ସନ୍ଧ୍ୟା ୮ଟା ହାଇଦରାବାଦ
ଏପ୍ରିଲ ୨୭(ସୋମବାର) ଚେନ୍ନଇ ସୁପର କିଙ୍ଗସ୍-ରୟାଲ ଚାଲେଞ୍ଜର ବାଙ୍ଗାଲୁରୁ ସନ୍ଧ୍ୟା ୮ଟା ଚେନ୍ନଇ
ଏପ୍ରିଲ ୨୮(ମଙ୍ଗଳବାର) ମୁମ୍ବଇ ଇଣ୍ଡିଆନସ୍-କୋଲକାତା ନାଇଟ ରାଇଡରସ୍ ସନ୍ଧ୍ୟା ୮ଟା ମୁମ୍ବଇ
ଏପ୍ରିଲ ୨୯(ବୁଧବାର) ରାଜସ୍ତାନ ରୟାଲସ୍-କିଙ୍ଗସ୍ ଏକାଦସ ପଞ୍ଜାବ ସନ୍ଧ୍ୟା ୮ଟା ଜୟପୁର
ଏପ୍ରିଲ ୩୦(ଗୁରୁବାର) ସନରାଇଜରସ୍ ହାଇଦରାବାଦ-ଚେନ୍ନଇ ସୁପର କିଙ୍ଗସ୍ ସନ୍ଧ୍ୟା ୮ଟା ହାଇଦରାବାଦ
ମଇ ୧(ଶୁକ୍ରବାର) ମୁମ୍ବଇ ଇଣ୍ଡିଆନସ୍-ଦିଲ୍ଲୀ କ୍ୟାପିଟାଲସ୍ ସନ୍ଧ୍ୟା ୮ଟା ମୁମ୍ବଇ
ମଇ ୨(ଶନିବାର) କୋଲକାତା ନାଇଟ ରାଇଡରସ୍-ରାଜସ୍ତାନ ରୟାଲସ୍ ସନ୍ଧ୍ୟା ୮ଟା କୋଲକାତା
ମଇ ୩(ରବିବାର) ରୟାଲ ଚାଲେଞ୍ଜର ବାଙ୍ଗାଲୁରୁ- କିଙ୍ଗସ୍ ଏକାଦସ ପଞ୍ଜାବ ୪ଟା ବେଙ୍ଗାଲୁରୁ
ମଇ ୩(ରବିବାର) ଦିଲ୍ଲୀ କ୍ୟାପିଟାଲସ୍-ସନରାଇଜରସ୍ ହାଇଦରାବାଦ ସନ୍ଧ୍ୟା ୮ଟା ଦିଲ୍ଲୀ 
ମଇ ୪(ସୋମବାର) ରାଜସ୍ତାନ ରୟାଲସ୍-ଚେନ୍ନଇ ସୁପର କିଙ୍ଗସ୍ ସନ୍ଧ୍ୟା ୮ଟା ଜୟପୁର
ମଇ ୫(ମଙ୍ଗଳବାର) ସନରାଇଜରସ୍ ହାଇଦରାବାଦ-ରୟାଲ ଚାଲେଞ୍ଜର ବାଙ୍ଗାଲୁରୁ ସନ୍ଧ୍ୟା ୮ଟା ହାଇଦରାବାଦ
ମଇ ୬(ବୁଧବାର) ଦିଲ୍ଲୀ କ୍ୟାପିଟାଲସ୍-ମୁମ୍ବଇ ଇଣ୍ଡିଆନସ୍  ସନ୍ଧ୍ୟା ୮ଟା ଦିଲ୍ଲୀ 
ମଇ ୭(ଗୁରୁବାର) ଚେନ୍ନଇ ସୁପରକିଙ୍ଗସ୍-କୋଲକାତା ନାଇଟ ରାଇଡରସ୍ ସନ୍ଧ୍ୟା ୮ଟା ଚେନ୍ନଇ
ମଇ ୮(ଶୁକ୍ରବାର) କିଙ୍ଗସ୍ ଏକାଦସ ପଞ୍ଜାବ-ରାଜସ୍ତାନ ରୟାଲସ୍ ସନ୍ଧ୍ୟା ୮ଟା ମୋହାଲି
ମଇ ୯(ଶନିବାର) ମୁମ୍ବଇ ଇଣ୍ଡିଆନସ୍-ସନରାଇଜରସ୍ ହାଇଦରାବାଦ୍ ସନ୍ଧ୍ୟା ୮ଟା ମୁମ୍ବଇ
ମଇ ୧୦(ରବିବାର) ଚେନ୍ନଇ ସୁପରକିଙ୍ଗସ୍-ଦିଲ୍ଲୀ କ୍ୟାପିଟାଲସ୍ ୪ଟା ଚେନ୍ନଇ
ମଇ ୧୦(ରବିବାର) କୋଲକାତା ନାଇଟ ରାଇଡରସ୍-ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୁରୁ ସନ୍ଧ୍ୟା ୮ଟା କୋଲକାତା
ମଇ ୧୧(ସୋମବାର) ରାଜସ୍ତାନ ରୟାଲସ୍-ମୁମ୍ବଇ ଇଣ୍ଡିଆନସ୍ ସନ୍ଧ୍ୟା ୮ଟା ଜୟପୁର
ମଇ ୧୨(ମଙ୍ଗଳବାର) ସନରାଇଜସ୍ ହାଇଦରାବାଦ-କିଙ୍ଗସ୍ ଏକାଦସ ପଞ୍ଜାବ ସନ୍ଧ୍ୟା ୮ଟା ହାଇଦରାବାଦ
ମଇ ୧୩(ବୁଧବାର) ଦିଲ୍ଲୀ କ୍ୟାପିଟାଲସ୍-ରାଜସ୍ତାନ ରୟାଲସ୍ ସନ୍ଧ୍ୟା ୮ଟା ଦିଲ୍ଲୀ 
ମଇ ୧୪(ଗୁୁରୁବାର) ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୁରୁ-ଚେନ୍ନଇ ସୁପର କିଙ୍ଗସ୍ ସନ୍ଧ୍ୟା ୮ଟା ବେଙ୍ଗାଲୁରୁ
ମଇ ୧୫(ଶୁକ୍ରବାର) କୋଲକାତା ନାଇଟ ରାଇଡରସ୍-ସନରାଇଜରସ୍ ହାଇଦରାବାଦ ସନ୍ଧ୍ୟା ୮ଟା କୋଲକାତା
ମଇ ୧୬(ଶନିବାର) କିଙ୍ଗସ୍ ଏକାଦସ ପଞ୍ଜାବ-ଦିଲ୍ଲୀ କ୍ୟାପିଟାଲସ୍ ସନ୍ଧ୍ୟା ୮ଟା ମୋହାଲି
ମଇ ୧୭(ରବିବାର) ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୁରୁ-ମୁମ୍ବଇ ଇଣ୍ଡିଆନ୍ସ ସନ୍ଧ୍ୟା ୮ଟା ବେଙ୍ଗାଲୁରୁ

Comments are closed.