ବୈଦ୍ୟେଶ୍ୱରରେ କରୋନା ସଚେତନତା କାର୍ଯ୍ୟକ୍ରମ

କଳାପଥର(ବାଙ୍କୀ) : ବୈଦ୍ୟେଶ୍ୱର ପଞ୍ଚାୟତ ଅଧିନସ୍ଥ ମାଳିସାହି ଗାଁ କଲ୍ୟାଣ ସମିତି ତରଫରୁ କରୋନା ସଚେତନତା ଅଭିଯାନକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅଭିଯାନରେ ବୈଦ୍ୟେଶ୍ୱର ପଞ୍ଚାୟତ ସରପଞ୍ଚ ଉର୍ମ୍ମିଳା ସାହୁ ,ସୁଲୋଚନା ରଣା, ଗ୍ରାମର ବିଶିଷ୍ଠ ବ୍ୟକ୍ତି ଡଃ ସୁବିତ କୁମାର ପଟ୍ଟନାୟକ,ପୁରୁଷ ସ୍ୱ।ସ୍ଥ୍ୟକର୍ମୀ  ରଶ୍ମୀ ରଞ୍ଜନ ଚୈାଧୁରୀ, ମାଳିସାହି ଗାଁ କଲ୍ୟାଣ ସମିତିର ସଭାନେତ୍ରୀ ମାମି ବେହେରା, ଆବାହିକା ସୁରୁତି ପଟ୍ଟନାୟକ,ସଭ୍ୟ/ସଭ୍ୟା ,ଅଙ୍ଗନବାଡି କର୍ମୀ, ଓ ଆଶାକର୍ମୀ ଉପସ୍ଥିତ ଥିଲେ। ଗାଁରେ ସଚେତନତା ରାଲି କରି ଲୋକମାନଙ୍କୁ କରୋନା ସଂକ୍ରମଣରୁ ନିଜକୁ ଦୂରେଇ ରଖିବା ପାଇଁ ବାର୍ତ୍ତା ପ୍ରଚାର କରିଥିଲେ।

Comments are closed.