ରାଜ୍ୟରେ ଆଉ ୬୯ ଆକ୍ରାନ୍ତ ମୃତ ; ମୋଟ ମୃତ୍ୟୁ ସଂଖ୍ୟା ୫୩୭୭

ଭୁବନେଶ୍ୱର : ରାଜ୍ୟରେ ଥମୁନି କରୋନା ଜନିତ ମୃତ୍ୟୁ। ଦିନକରେ ଆଉ ୬୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୩୭୭ରେ ପହଞ୍ଚିଛି। ସେହିପରି ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୬, ବାଲେଶ୍ୱର ୧୦, ସମ୍ବଲପୁର ୭, କେନ୍ଦ୍ରାପଡା ୬, ବରଗଡ ୫, ସୁନ୍ଦରଗଡ ୪, ବଲାଙ୍ଗୀର , ଝାରସୁଗୁଡା , ରାୟଗଡା ଓ କନ୍ଧମାଳରୁ ୨ ଲେଖାଏଁ , ଏହାସହ ଢେଙ୍କାନାଳ ,ନୂଆପଡା ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Comments are closed.