ଗାନ୍ଧୀ ଜୟନ୍ତୀରୁ ବିଜେଡ଼ିର କୋଭିଡ଼ ସଚେତନତା କାର୍ଯ୍ୟକ୍ରମ: ଦଳୀୟ କାର୍ଯ୍ୟକର୍ତାଙ୍କୁ ନବୀନଙ୍କ ଚିଠି

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ବିଜେଡିର ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରତିବର୍ଷ ରାଜନୈତିକ ଆଭିମୁଖ୍ୟ ନେଇ ଚାଲୁଥିବା ଏହି ମାସାଧିକ କାଳ କାର୍ଯ୍ୟକ୍ରମ ଚଳିତ ବର୍ଷ କୋବିଡ଼ ସଂକ୍ରାନ୍ତରେ ହେବ ଏବଂ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିନେଇ ସମସ୍ତ ଦଳୀୟ କାର୍ଯ୍ୟକର୍ତାଙ୍କୁ ଚିଠି ଲେଖିଛନ୍ତି ।

Comments are closed.