ରାଜ୍ୟରେ କରୋନା ; ୮ଶହ ପାର୍‍ ନୂଆ ଆକ୍ରାନ୍ତ

ଭୁବନେଶ୍ୱର : ଓଡିଶାରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୮୩୬ ନୂଆ ସଂକ୍ରମିତ। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୬୯,ସଙ୍ଗରୋଧରୁ ୪୮୮,ସ୍ଥାନୀୟ ୩୪୮। ଏହାସହ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୬ ହଜାର ୧୮୧ରେ ପହଞ୍ଚିଛି।


୨୦ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୨୪୨। ଅନୁଗୁଳରୁ ୨, ବାଲେଶ୍ୱର ୯, ବରଗଡ ୩୦, ଭଦ୍ରକ ୪, ବଲାଙ୍ଗୀର ୩୨, ବୌଦ୍ଧ ୧୦, କଟକ ୨୦, ଦେଓଗଡ ୬, ଢେଙ୍କାନାଳ ୨, ଗଜପତି ୬, ଗଞ୍ଜାମ ୨, ଜଗତସିଂହପୁର ୪, ଯାଜପୁର ୧୪, ଝାରସୁଗୁଡା ୧୬, କଳାହାଣ୍ଡି ୨୫, କନ୍ଧମାଳ ୧୬,କେନ୍ଦ୍ରାପଡା ୭, କେନ୍ଦୁଝର ୮, ଖୋର୍ଦ୍ଧା ୧୧୭, କୋରାପୁଟ ୧୭, ମୟୁରଭଞ୍ଜ ୫୫, ନବରଙ୍ଗପୁର ୩୩, ନୟାଗଡ ୧୯, ନୂଆପଡା ୨୧, ପୁରୀ ୭, ରାୟଗଡା ୯, ସମ୍ବଲପୁର ୬୨, ସୋନପୁର ୧୪, ଷ୍ଟେଟ ପୁଲ୍‍ରୁ ୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୭,୩୦୯କୁ ବୃଦ୍ଧି ପାଇଛି। ୧୩,୦୧,୯୩୦ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comments are closed.