ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ତାଙ୍କ ପତ୍ନୀଙ୍କୁ କରୋନା

ଭୁବନେଶ୍ବର: ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ତାଙ୍କ ପତ୍ନୀଙ୍କୁ କରୋନା। ଉଭୟଙ୍କୁ କରୋନା ପଜିଟିଭ ହୋଇଥିବା ନେଇ ନିଜେ ସମୀର ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି। ସେ ଟ୍ବିଟରେ କହିଛନ୍ତି ଯେ, ଆମେ ସୁସ୍ଥ ଅଛୁ , ଆମ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଟେଷ୍ଟ କରାଇ ନିଅନ୍ତୁ।

Comments
Loading...