କୋଭାକ୍ସିନ ଓ କୋଭିସିଲ୍ଡ ଟିକା ସବୁ ଭାରିଆଣ୍ଟ ପ୍ରତି ଫଳପ୍ରଦ-ଆରଏମଆରସି

ଭୁବନେଶ୍ବର: କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭାରିଆଣ୍ଟ ପ୍ରତି ଫଳପ୍ରଦ ବୋଲି ଭାରତୀୟ ଆର୍ୟୁବିଜ୍ଞାନ ଗବେଷଣା ପରିଷଦ (ଆସିଏମ୍‌ଆର) ମୁଖ୍ୟ ବଳରାମ ଭାର୍ଗବଙ୍କ ସୂଚନା ଦେଇଛନ୍ତି। କୋଭାକ୍ସିନ ଓ କୋଭିସିଲ୍ଡ ଟିକା କୋଭିଡର ସମସ୍ତ ଭାରିଆଣ୍ଟକୁ ମାତ୍ ଦେବାର କ୍ଷମତା ରଖିଛି। କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭାରିଆଣ୍ଟ ପ୍ରତି କାମ କରୁଛି। ଆଲଫା, ବିଟା, ଗାମା ଓ ଡେଲଟା ପ୍ଲସ ପ୍ରତି କାମ ଦେଉଛି ବୋଲି ଆସିଏମ୍‌ଆର ମୁଖ୍ୟ ବଳରାମ ଭାର୍ଗବଙ୍କ ପ୍ରକାଶ କରିଛନ୍ତି।

Comments are closed.