ବିଶ୍ୱରେ କରୋନା ମୃତ୍ୟୁ ୮ଲକ୍ଷ ୭୨ହଜାର ୫୦୮

ନୂଆଦିଲ୍ଲୀ : ବିଶ୍ବରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୮ଲକ୍ଷ ୭୨ହଜାର ୫୦୮କୁ ବୃଦ୍ଧି ପାଇଛି । ସେହିପରି ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୬୪ଲକ୍ଷ ୫୮ହଜାର ୨୦୮ ରହିଥିବାବେଳେ ଏପର୍ଯ୍ୟନ୍ତ କରୋନାରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧କୋଟି ୮୬ଲକ୍ଷ ୫୧ ହଜାର ୭୭୮ ରୋଗୀ। ବିଶ୍ୱରେ ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୯ଲକ୍ଷ ୩୩ହଜାର ୯୨୨ ରହିଛି।

Comments are closed.