ରଜ୍ୟ ପାଇଁ ଖୁସି ଖବର ; ସୁସ୍ଥ ହେଲେ ୪ କରୋନା ରୋଗୀ

ଭୁବନେଶ୍ବର : ରଜ୍ୟରେ ରବିବାର ଆଉ ୪ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହା ସହ ରାଜ୍ୟରେ କରୋନା ରୋଗୀ ସୁସ୍ଥଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି। ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରୁ ଭଦ୍ରକ ଜିଲାର ୩ଜଣ ହୋଇଥିବା ବେଳେ ବଲେଶ୍ବର ଜିଲାର ଜଣେ ରହିଛନ୍ତି। ଏ ନେଇ ସ୍ବାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

Comments are closed.