ଦେଶରେ ଗତ ୨୪ଘଣ୍ଟାରେ ୨୩ହଜାର ୯୫୦ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ୨୩ ହଜାର ୯୫୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ୩୩୩ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଏଥିସହିତ ଦେଶରେ ମୋଟ ୧,୦୦,୯୯,୦୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଏବେ ଯାଏଁ ମୋଟ ୧,୪୬,୪୪୪ଜଣଙ୍କ କରୋନାରେ ମୃତ୍ୟୁ ହୋଇସାରିଛି। ଦେଶରେ ଆକ୍ଟିଭ କେସ୍‌ ୩ଲକ୍ଷରୁ କମ ରହିଛି।

Comments are closed.