କରୋନା ଗୁଜବ ପ୍ରଚାର କରିବା ଅଭିଯୋଗରେ ଯୁବକ ଗିରଫ

ରାଉରକଲୋ : ରାଉରକେଲାଠାରେ ସୋମବାରେ କରୋନା ଭାଇରସକୁ ନେଇ ଗୁଜବ ପ୍ରଚାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି।

ଗତକାଲି ରାତିରେ ଏମଡ଼ି ନାସିମ ଅଖତର(୩୧) ନାମରେ ଜଣେ ଯୁବକ କରୋନା ଭାଇରସକୁ ନେଇ ସୋସିଆଲ ମିଡ଼ିଆରେ ନକଲି ବିଷୟବସ୍ତୁ ପୋଷ୍ଟ କରୁଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ଅଭିଯୁକ୍ତକୁ ଦାୟୀ କରାଯାଇଛି। ଅଭିଯୁକ୍ତକୁ ଗତକାଲି ପୁଲିସ ଗିରଫ କରିଥିବା ବେଳେ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

Comments are closed.