ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୯୦୮ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୩୦୯୭୪୭

ଆଜି ରାଜ୍ୟରେ ପୁଣି ୯୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୮୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୁଳ ୬୫, କଟକ ୬୩, ମୟୂରଭଞ୍ଜ ୫୬, ସୁନ୍ଦରଗଡ଼ ୫୪, ଝାରସୁଗୁଡ଼ା ୫୧, କେନ୍ଦୁଝର ୫୧, ଯାଜପୁର ୪୨, ବଲାଙ୍ଗିର ୪୦, କେନ୍ଦ୍ରାପଡ଼ା ୩୯, ଜଗତସିଂହପୁର ୩୬, କଳାହାଣ୍ଡି ୩୬, ନୂଆପଡ଼ା ୩୨, ପୁରୀ ୩୧, ବରଗଡ଼ ୨୬, ସମ୍ବଲପୁର ୨୪, ଭଦ୍ରକ ୧୭, କନ୍ଧମାଳ ୧୨, କୋରାପୁଟ ୧୨, ନବରଙ୍ଗପୁର ୧୨, ଢେଙ୍କାନାଳ ୧୦, ଗଞ୍ଜାମ ୧୦, ମାଲକାନଗିରି ୧୦, ସୋନପୁର ୭, ବୌଦ୍ଧ ୬, ଗଜପତି ୪, ନୟାଗଡ଼ ୩, ଦେବଗଡ଼ ୨, ରାୟଗଡ଼ା ୨ ଏବଂ ଷ୍ଟେଟ୍‌ପୁଲ୍‌ରୁ ୨୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.