ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ଆଜି ୨୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ଆଜି ୨୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲାରୁ ସର୍ବାଧିକ ୪୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧା ୩୫୪, ମୟୂରଭଞ୍ଜ ୨୩୩, ଗଞ୍ଜାମ ୧୭୩, ନୟାଗଡ଼ ୧୫୨, ବରଗଡ଼ ୧୩୯, ପୁରୀ ୧୩୨, ରାୟଗଡ଼ା ୧୦୧, କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି ଝାରସୁଗୁଡ଼ା ୯୩, ଯାଜପୁର ୯୨, କେନ୍ଦୁଝର ୮୨, ସମ୍ବଲପୁର ୮୧, ଜଗତସିଂହପୁର ୭୫, କେନ୍ଦ୍ରାପଡ଼ା ୬୬, କୋରାପୁଟ ୬୫, ଢେଙ୍କାନାଳ ୬୫, ଭଦ୍ରକ ୫୩, ନବରଙ୍ଗପୁର ୫୨, ବାଲେଶ୍ବର ୩୪, କଳାହାଣ୍ଡି ୩୩, ମାଲକାନଗିରି ୨୭, ବଲାଙ୍ଗିର ୨୫, ସୋନପୁର ୨୪, ବୌଦ୍ଧ ୨୩, ନୂଆପଡ଼ା ୨୩, କନ୍ଧମାଳ ୨୦, ଗଜପତି ୧୮, ଅନୁଗୁଳ ୧୭ ଓ ଦେବଗଡ଼ ୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୦୦୧ ପହଞ୍ଚିଛି।

Comments are closed.