ରାଜ୍ୟରେ ଆଉ ନୂଆ ପଜିଟିଭ ୧୨୪୩

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୨୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୭୧୮ , ସ୍ଥାନୀୟ ୫୨୫। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୮୭,୦୭୦କୁ ବୃଦ୍ଧି ପାଇଛି। ୯,୬୮,୪୫୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୨,୧୨୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୯୯। ଅନୁଗୁଳରୁ ୫୩, ବାଲେଶ୍ୱର ୪୯, ବରଗଡ ୯, ଭଦ୍ରକ ୨୨, ବଲାଙ୍ଗୀର ୬, ବୌଦ୍ଧ ୪, କଟକ ୧୭୭, ଦେଓଗଡ ୧, ଢେଙ୍କାନାଳ ୨୯, ଗଜପତି ୩, ଗଞ୍ଜାମ ୨, ଜଗତସିଂହପୁର ୮୮, ଯାଜପୁର ୫୦, ଝାରସୁଗୁଡା, ୪, କଳାହାଣ୍ଡି ୨, କନ୍ଧମାଳ ୫, କେନ୍ଦ୍ରାପଡା ୩୨, କେନ୍ଦୁଝର ୧୫, ମାଲକାନଗିରି ୩, ମୟୁରଭଞ୍ଜ ୩୫, ନବରଙ୍ଗପୁର ୨, ନୟାଗଡ ୫୬, ନୂଆପଡା ୨, ପୁରୀ ୬୯, ରାୟଗଡା ୧୩, ସମ୍ବଲପୁର ୧୦, ସୋନପୁର ୫, ସୁନ୍ଦରଗଡ ୧୪, ଷ୍ଟେଟପୁଲରୁ ୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.