ରାଜ୍ୟରେ ସକ୍ରିୟ ଆକ୍ରାନ୍ତ ୬୭୭; ନୂଆ କରୋନା ପଜିଟିଭ ୬୪

ଭୁବନେଶ୍ୱର : ରାଜ୍ୟରୁ ଆଜି ଆଉ ୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୭, ସ୍ଥାନୀୟ ୨୭। ମୋଟ ପଜିଟିଭ ସଂଖ୍ୟା ୩,୩୮,୦୫୬ରେ ପହଞ୍ଚିଛି। ୩,୩୫,୪୦୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୭୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୧୭ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୧୦ ଆକ୍ରାନ୍ତ। ଅନୁଗୁଳ ୨, ବାଲେଶ୍ୱର ୧, ବରଗଡ ୪, ବଲାଙ୍ଗୀର ୨, କଟକ ୭, ଦେଓଗଡ ୨, ଢେଙ୍କାନାଳ ୧, ଗଜପତି ୪, ଗଞ୍ଜାମ ୧, ଯାଜପୁର ୫, ଝାରସୁଗୁଡା ୨, କଳାହାଣ୍ଡି ୩, ଖୋର୍ଦ୍ଧା ୭, ମୟୁରଭଞ୍ଜ ୮, ରାୟଗଡା ୧, ସମ୍ବଲପୁର ୨, ଷ୍ଟେଟ ପୁଲରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.