ରାଜ୍ୟରେ ଆଉ ପଜିଟିଭ ୨୨୨

ଭୁବନେଶ୍ୱର : ରାଜ୍ୟରେ ଦିନକରେ ୨୨୨ ନୂଆ କରୋନା ପଜିଟିଭ ଚିହ୍ନଟ ; ସଙ୍ଗରୋଧ କେନ୍ଦ୍ରରୁ ୧୨୭, ସ୍ଥାନୀୟ ୯୫, ମୋଟ ପଜିଟିଭ ୩,୩୨,୭୬୩କୁ ବୃଦ୍ଧି ପାଇଛି। ୩,୨୮,୬୨୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୧୯୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୩ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ସର୍ବାଧିକ ୨୮। ବାଲେଶ୍ୱର ୭, ବରଗଡ ୨୨, ଭଦ୍ରକ ୫, ବଲାଙ୍ଗୀର ୩, ବୌଦ୍ଧ ୩, କଟକ ୮, ଦେଓଗଡ ୧, ଗଜପତି ୩, ଜଗତସିଂହପୁର ୧, ଯାଜପୁର ୯, ଝାରସୁଗୁଡା ୨୩, କଳାହାଣ୍ଡି ୧, କେନ୍ଦୁଝର ୫, ଖୋର୍ଦ୍ଧା ୧୨, କୋରାପୁଟ ୧, ମୟୁରଭଞ୍ଜ ୬, ନୟାଗଡ ୮, ନୂଆପଡା ୮, ପୁରୀ ୧୫, ସମ୍ବଲପୁର ୨୧, ସୋନପୁର ୫, ସୁନ୍ଦରଗଡ ୨୪, ଷ୍ଟେଟ ପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.