ରାଜ୍ୟରେ ଆଉ ନୂଆ ସଂକ୍ରମିତ ୫୪୫

ଭୁୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୫୪୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୭୪, ସଙ୍ଗରୋଧରୁ ୩୧୯ ଓ ସ୍ଥାନୀୟ ସଂକ୍ରମିତ ୨୨୬ । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୫,୩୦୯କୁ ବୃଦ୍ଧି ପାଇଛି । ୧୦,୧୧,୪୮୨ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୫,୫୮୭ ସକ୍ରିୟ ଆକ୍ରାନ୍ତ ଚିକିସôାଧୀନ ଅବସ୍ଥାରେ ରହିଛନ୍ତି ।


ଅନୁଗୁଳରୁ ୭,ବାଲେଶ୍ୱର ୪୭, ବରଗଡ ୧,ଭଦ୍ରକ ୧୦, ବଲାଙ୍ଗୀର ୨, କଟକ ୭୩, ଦେଓଗଡ ୪, ଢେଙ୍କାନାଳ ୨, ଗଜପତି ୧, ଗଞ୍ଜାମ ୬, ଜଗତସିଂହପୁର ୩୭, ଯାଜପୁର ୨୦, ଝାରସୁଗୁଡା ୮, କଳାହାଣ୍ଡି ୧, କନ୍ଧମାଳ ୧, କେନ୍ଦ୍ରାପଡା ୧୦, କେନ୍ଦୁଝର ୩, ଖୋର୍ଦ୍ଧା ୨୧୮, କୋରାପୁଟ ୨, ମୟୁରଭଞ୍ଜ ୧୪, ନବରଙ୍ଗପୁର ୩, ପୁରୀ ୬, ରାୟଗଡା ୩, ସମ୍ବଲପୁର ୩, ସୋନପୁର ୨, ସୁନ୍ଦରଗଡ ୧୧, ଷ୍ଟେଟ ପୁଲରୁ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.