ଗଞ୍ଜାମରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ; ୩ ଜଣ କୋଭିଡ଼ ଯୋଦ୍ଧା

ଗଞ୍ଜାମ : ଗଞ୍ଜାମ ଜିଲାରେ ଆଜି ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କୋଭିଡ଼ ଯୋଦ୍ଧା। ଚିକିଟିରୁ ୨ ଓ ଶେରଗଡ଼ରୁ ଜଣେ ଲେଖାଏଁ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ଅନ୍ୟ ଜଣେ ଆକ୍ରାନ୍ତ ସାନଖେମୁଣ୍ଡି ବ୍ଲକର ବୋଲି ଜଣାପଡ଼ିଛି। ଏନେଇ ଟ୍ୱିଟ ଯୋଗେ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Comments are closed.