MEllora 950×100

ରାଜ୍ୟରେ ଥମୁନି କରୋନା ମୃତ୍ୟୁ ; ଆଉ ୪୭ ମୃତ

ଭୁବନେଶ୍ୱର : ରାଜ୍ୟରେ ଥମୁନି କରୋନା ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬, କଟକରୁ ୫, ଅନୁଗୁଳ ଓ ବରଗଡରୁ ୪ ଲେଖାଏଁ, ବାଲେଶ୍ୱର,ଭଦ୍ରକ,ବୌଦ୍ଧ,ଢେଙ୍କାନାଳ,ଗଞ୍ଜାମ ଓ ନୟାଗଡରୁ ୩ ଲେଖାଏଁ, ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀରୁ ୨ ଲେଖାଏଁ ଏବଂ ବଲାଙ୍ଗୀର,ଯାଜପୁର,ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୩ ହଜାର ୨୫୭ରେ ପହଞ୍ଚିଛି।

Comments are closed.