ହାଥରସ ଘଟଣା ବିରୋଧରେ ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ ୨୬ରେ

 ହାଥରସ ଘଟଣା ବିରୋଧରେ ଅକ୍ଟୋବର ୨୬ରେ କଂଗ୍ରେସ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ। ଏଥିସହ ଦଳ ଚାଷୀ ଆଇନକୁ ନେଇ ଅକ୍ଟୋବର ୩୧ରେ ସମସ୍ତ ପାର୍ଟି ଜିଲ୍ଲା ମୁଖ୍ୟାଳୟରେ ବିରୋଧ କରିବ । ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଆଇସିସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।  ବୈଠକରେ ସୋନିଆ ଦଳର ନେତାମାନଙ୍କୁ ସମସ୍ୟାପୀଡ଼ିତ  ଲୋକ ଏବଂ ଚାଷୀଙ୍କ ନିକଟରେ ପହଞ୍ଚିବାକୁ ପରାମର୍ଶ ଦେଇଛନ୍ତି ।

Comments are closed.