ଗଞ୍ଜାମ ଜିଲ୍ଲାରେ ୭୩୦ ବିଦେଶ ଫେରନ୍ତା – ଜିଲ୍ଲାପାଳ

ଗଞ୍ଜାମ : ଜିଲ୍ଲାରେ ୭୩୦ ଲୋକ ବିଦେଶରୁ ଫେରିଛନ୍ତି। ସେମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି। ଭୁବନେଶ୍ୱରରୁ କିଛି ଲୋକ ଆସିଛନ୍ତି ତାଙ୍କ ଉପରେ ନଜର ରଖାଯାଇଛି।  ଅନ୍ୟ ଜିଲ୍ଲାରୁ ୨୫ହଜାର ଶ୍ରମିକ ଜିଲ୍ଲାକୁ ଫେରିଛନ୍ତି ବୋଲି ଜିଲ୍ଲାପାଳ ପ୍ରତିକ୍ରିୟା ଦେଇ କହିଛନ୍ତି।

Comments are closed.