ମୁଖ୍ୟମନ୍ତୀଙ୍କ କୋଭିଡି-୧୯ ରିଲିଫ୍ ପାଣ୍ଠିକୁ ଦାନ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ଦର୍ଶନ ବିଭାଗ ପ୍ରଫେସର ବିଜୟାନନ୍ଦ କର ଓଡିଶାର ମୁଖ୍ୟମନ୍ତୀଙ୍କ କୋଭିଡ-୧୯ ରିଲିଫ୍ ପାଣ୍ଠିକୁ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏହି ଟଙ୍କା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ନିବେଦନ କରିଛନ୍ତି।

Comments are closed.