ଓଏସଆରଟିସିର ୧୧୦ଟି ନୂତନ ଯାତ୍ରୀବାହୀ ବସ୍‌ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ୧୧୦ଟି ନୂତନ ଯାତ୍ରୀବାହୀ ବସ୍‌ ସହ “ମୋ ବସ୍”ର ଦୁଇଟି ଅତ୍ୟାଧୁନିକ ଡିପୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଲୋକାର୍ପଣ କରିଛନ୍ତି

Comments are closed.