ଆନ୍ତଃରାଷ୍ଟ୍ରୀୟ ବାଳିକା ଦିବସ

ଚୌଦ୍ୱାର: ଅଙ୍ଗାର ଯୋଡ଼ିରେ ଆନ୍ତଃରାଷ୍ଟ୍ରୀୟ ବାଳିକା ଦିବସ ପାଳିତ ହୋଇ ଯାଇଛି।ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ମମତା ବେହେରାଙ୍କ ପୌରୋହିତ୍ୟରେ ତଥା ବୈଦ୍ୟେଶ୍ୱର ଅଙ୍ଗନୱାଡ଼ି କର୍ମୀ ସେବତୀ ସିଂଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦ରୁ ୧୯ ବର୍ଷର କିଶୋରୀମାନଙ୍କୁ କିଶୋରୀ ଅଧିକାର ସହିତ ବାଲ୍ୟ ବିବାହ ନକରିବା, ପିତ୍ରାଳୟରେ ଝିଅ ମାନଙ୍କ ଅଧିକାର, ସାମାଜିକ ଦାୟିତ୍ୱବୋଧ, ଅନ୍ଧ ବିଶ୍ୱାସ ଆଦି ସମ୍ପର୍କରେ ସଚେତିତ କରାଯାଇଥିଲା।

Comments are closed.