ଚକୋଲେଟ ଚିପ୍ସ କୁକିଜ୍‍

ଆବଶ୍ୟକ ସାମଗ୍ରୀ
ମଇଦା – ୨କପ
ବଟର – ୨କପ
ଅଣ୍ଡା – ୨ଟି
ପାଣି – ୨କପ
ଭ୍ୟାନିଲାସେନ୍ସ – ଅଳ୍ପ
କୋକୋ ପାଉଡ଼ର – ୧କପ
ବେକିଙ୍ଗ ସୋଡ଼ା – ଅଳ୍ପ
ଲୁଣ – ସାମାନ୍ୟ
ଚକୋଲେଟ ଚିନ୍ସ – ୧କପ
ପ୍ରସ୍ତୁତି  ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ସମସ୍ତ ସାମଗ୍ରୀକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାପରେ ବେକିଙ୍ଗ ଟ୍ରେରେ କୁକିଜ ଆକାରରେ ମିଶ୍ରଣ ରଖନ୍ତୁ।  ଏହାପରେ ମାଇକ୍ରୋବେଭ୍‍ ରେ ୧୮୦ ଡ଼ିଗ୍ରୀରେ ୮ ରୁ ୧୦ ମିନିଟରେ ଏହାକୁ ପ୍ରସ୍ତୁତ କରନ୍ତୁ। ସଠିକ ସମୟ ପରେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚକୋଲେଟ ଚିପ୍ସ କୁକିଜ୍‍ ।

Comments are closed.