ଚିଲିକା ମଝିରେ ଅଟକିଲା ଭସାପୋଲ, ପୋଲରେ ଫସିଲେ ୭୦ରୁ ୮୦ ଯାତ୍ରୀ

ପୁରୀ : ଚିଲିକା ମଝିରେ ଏକ ଭସାପୋଲ ଫସି ଅଟକି ରହିଥିବା ଜଣାପଡିଛି। ଜହ୍ନିକୁଦାରୁ ସାତପଡ଼ା ଆସିଲା ବେଳେ ଚିଲିକା ମଝିରେ ପୋଲଟି ଅଟକି ରହିଛି।  ପ୍ରବଳ ପବନ ବହିବା କାରଣରୁ ପୋଲଟି ଚାନେଲରୁ ବାହାରି ଯାଇଥିବା ବେଳେ ପୋଲରେ  ୭୦ରୁ ୮୦ଜଣ ଯାତ୍ରୀ ଫସି ରହିଛନ୍ତି। ଏହା ସହିତ ପୋଲରେ ଗୋଟିଏ ବସ୍, କାର ଏବଂ ବାଇକ୍ ଫସି ରହିଥିବା ସୂଚନା ମିଳିଛି।

Comments are closed.