ହାତୀ ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ

ଚିକିଟି : ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମରେଏକ ଦୁଃଖଦ ଘଟଣା ଘଟିଥିବା ନେଇ ମଙ୍ଗଳବାର ଜଣାପଡିଛି। ହାତୀ ଆକ୍ରାମଣର ଶିକାର ହୋଇ ଗୁରୁତର ହୋଇଥିବା ବାପୁନି ବିନ୍ଧାଣି ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛି । ସୂଚନାଯୋଗ୍ୟ ଯେ ସେ ଗତ ୨୫ ତାରିଖରେ ହାତୀ ଆକ୍ରମଣର ଶିକାର ହୋଇଥିଲେ।

Comments are closed.