ମାଓବାଦୀ-ସୁରକ୍ଷାକର୍ମୀ ଗୁଳିବିନିୟ ; ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ୍‍

ଛତିଶିଗଡ : ଛତିଶିଗଡ ବିଜାପୁର ବାସାଗୁଡାରେ ଆଜି ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଗୁଳିବିନିମୟରେ ସିଆରପିଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ୍‍ ହୋଇଛନ୍ତି। ଏହାସହ ଆଉ ଜଣେ ଯବାନ ମଧ୍ୟ ଗୁରୁତର ହୋଇଛନ୍ତି। ତଲାସି ଅଭିଯାନ ସମୟରେ ଏଭଳି ଘଟିଥିବା ନେଇ ସୂଚନା ମିଳିଛି।

Comments are closed.