ଚରଦିଆ ଗ୍ରାମରେ ଅଗ୍ନିକାଣ୍ଡ : ଜଣେ ମହିଳା ଜୀବନ୍ତ ଦଗ୍ଧ, ୬ ବଖରା ଘର ଜଳି ପାଉଁଶ

ଚାନ୍ଦବାଲି : ଭଦ୍ରକ ଜିଲା ବାଁସଡା ଥାନା ଅନ୍ତର୍ଗତ ଚରଦିଆ ଗ୍ରାମେର ସୋମବାର ଅଭାବନୀୟ ଘଟଣା ଘଟିଛି। ଗ୍ୟାସ ଚୁଲାରୁ ନିଆଁ ଲାଗି ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୬ବଖରା ଘର ଜଳି ପାଉଁଶ ହୋଇଯାଇଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ସୂଚନା।

Comments are closed.